ନିରବରୋଧ Nirabarodha

  • ସଂ. ବିଣ. (ବହୁବ୍ରୀହି; ନିର=ନାହିଁ+ଅବରୋଧ= ବାଧା) — ଅବିରୁଦ୍ଧ — Not opposed to a thing; unopposed
  • ସଂ. ବିଣ. (ବହୁବ୍ରୀହି; ନିର=ନାହିଁ+ଅବରୋଧ= ବାଧା) — ଅପ୍ରତିହତ — Unrestrained