ନିରବଗ୍ରହ Nirabagraha

  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅବଗ୍ରହ=ଅବ— ରୋଧ) — ଅପ୍ରତିହତ; ବାଧାହୀନ; ପ୍ରତିବନ୍ଧକ— ବିହୀନ — Unchecked; unrestrained; unobstructed
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅବଗ୍ରହ=ଅବ— ରୋଧ) — ବିଘ୍ନରହିତ — Without any obstacle
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅବଗ୍ରହ=ଅବ— ରୋଧ) — ଅବ୍ୟାହତ — Uncontrolled; irresistible
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅବଗ୍ରହ=ଅବ— ରୋଧ) — ସ୍ୱତନ୍ତ୍ର; ସ୍ୱାଧୀନ — Independent
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅବଗ୍ରହ=ଅବ— ରୋଧ) — ଏକଗୁୟାଁ; ଏକଜିଦିଆ — Self-willed; headstrong (M.W.)
  • ବି — ଅବିରତ ବୃଷ୍ଟି — Incessant raining