ନିରବକାଶ Nirabakāṡa
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅବକାଶ) — ଅବସରହୀନ — Having no leisure
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅବକାଶ) — ସୁବିଧାହୀନ — Without any opportunity
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅବକାଶ) — ସାନ୍ଦ୍ର; ନିରନ୍ତର — Dense; close set
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅବକାଶ) — ଗହଳିଆ — Crowded. (Apte)
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅବକାଶ) — ଅସୁବିଧାଜନକ — inconvenient. (M.W.)
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅବକାଶ) — ଅସମୟ ବା ଅସ୍ଥାନରେ ଘଟିବା — unseasonable; out of place or time (M.W.)
- ବି. — ଅବସରର ଅଭାବ — Want of leisure