ନିରବ Niraba

  • ସଂ. ବିଣ. (ବହୁବ୍ରୀହି; ନି=ନାହିଁ+ରବ=ଶବ୍ଦ) — ନିଃଶବ୍ଦ; ନୀରବ; ମୌନୀ — Silent; quiet
  • ସଂ. ବିଣ. (ବହୁବ୍ରୀହି; ନି=ନାହିଁ+ରବ=ଶବ୍ଦ) — ଗୋଳମାଳଶୂନ୍ୟ — Noiseless