ନିଦମ୍ଭ Nidambha

  • ଦେ. ବିଣ. (ସଂ. ନିର୍ ଓ ଦମ୍ଭ) — ଯାହା ଶକ୍ତ ନୁହେ (ପଦାର୍ଥ); ଗର୍ମଜ୍ବୁତ୍; ଅଦୃଢ଼ — Not strong (thing)
  • ଦେ. ବିଣ. (ସଂ. ନିର୍ ଓ ଦମ୍ଭ) — (ନିଦମ୍ଭିଲା—ଅନ୍ୟରୂପ)
  • ଦେ. ବିଣ. (ସଂ. ନିର୍ ଓ ଦମ୍ଭ) — ଧୈର୍ଯ୍ୟହୀନ (ବ୍ୟକ୍ତି); ଅଧୀର — Impatient (person); having no patience
  • ଦେ. ବିଣ. (ସଂ. ନିର୍ ଓ ଦମ୍ଭ) — ସାହସହୀନ (ବ୍ୟକ୍ତି) — Courageless (person)