ନିଦବାଉଳା Nida bāuḻā
- ଦେ. ବି. (ସଂ. ନିଦ୍ରା ଓ ବାତୁଳ) — ଗାଢ଼ ନିଦ୍ରାରେ ଶୋଇଥିବା ବ୍ୟକ୍ତି କୌଣସି ଶବ୍ଦ ବା ଡାକ ଆଦି ଶୁଣି ହଠାତ୍ ନିଦରୁ ଉଠିଲେ ତାହାର ଯେଉଁ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥା ଓ ହାତ ଏଣେ ତେଣେ ବୁଲାଇ ଦରାଣ୍ଡିବା ଅବସ୍ଥା ଘଟେ — The dazed condition of a person suddenly roused from deep slumber
- ଦେ. ବି. (ସଂ. ନିଦ୍ରା ଓ ବାତୁଳ) — ମାଇକିନିଆଁମାନେ ନିଦ ବାଉଳାରେ ହାଉଳି ଖାଇ ଦେହ ଲୁଗା ଘେନିx x x ଗଛ ମୂଳରେ ବସି ଅଛନ୍ତି। ଫକୀରମୋହନ ଛମାଣଆଠଗୁଣ୍ଠ।