ନିଦ ଲାଗିବା Nida lāgibā

  • ଦେ. କ୍ରି — ନିଦ ମାଡ଼ିବା; ନିଦ୍ରାକର୍ଷଣ; ଘୁମ ମାଡ଼ିବା — Sleepiness; drowsiness
  • ଦେ. କ୍ରି — ନିଦ୍ରିତ ହେବା; ଗାଢ଼ ନିଦ୍ରାରେ ଶୋଇବା ଅବସ୍ଥା — Being asleep