ନିଦ ଯିବା Nida j̄ibā

  • ଦେ. କ୍ରି. — ନିଦ୍ରିତ ହେବା; ଶୋଇ ରହିବା — To go on sleeping; to lie asleep
  • ଦେ. କ୍ରି. — ମୋହନ ମାଧୁରୀ ଦେଖିଥିବା ନାରୀ ନିଦ ଯିବ କି ଆହୁରି। ସଙ୍ଗୀତ।