ନିଦର୍ଶନ Nidarṡana

  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ପ୍ରମାଣ — Proof; evidence
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ଚିହ୍ନ — Sign; vestige; mark
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ଉଦାହରଣ; ଦୃଷ୍ଟାନ୍ତ — Example; instance; illustration
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ପ୍ରତିରୂପ; ନମୁନା — Sample; type; specimen
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ଆଦର୍ଶ — Model; pattern
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ଆଜ୍ଞା; ବିଧାନ — Order; ordinance; injuncetion; precept; statute
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ବିବରଣ — Description
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ଦେଖାଇଦେବା — Pointing; showing
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ପ୍ରକଟନ; ଘୋଷଣା କରିବା — Announcing; proclaming
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ପଦ୍ଧତି; ଯୋଜନା — Scheme; system (M.W.)
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ଶାସ୍ତ୍ରପ୍ରମାଣ; ପ୍ରାମାଣିକ ଶାସ୍ତ୍ର ବଚନ — Text; authourity; Scriptural authority (Apte)
  • ସଂ. ବି. (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ) — ଦୃଷ୍ଟି; ଦୃଶ୍ୟବସ୍ତୁଚୟ — View; sight; vision (Apte)