ନିତ୍ୟରେ Nityare

  • ଗ୍ରା. କ୍ରି. ବିଣ. (ପଦ୍ୟ) — ସର୍ବଦା; ନିରନ୍ତର — Constantly
  • ଗ୍ରା. କ୍ରି. ବିଣ. (ପଦ୍ୟ) — ନିତ୍ୟରେ ମୋର ପ୍ରଭୁପଣ। ଭୂପତି ପ୍ରେମପଞ୍ଚାମୃତ।