ନିତ୍ୟବ୍ୟୟ Nitya byaya

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିତ୍ୟ+ବ୍ୟୟ) — ଯେ ସର୍ବଦା ବ୍ୟୟ କରୁଥାଏ — Always expending; ever laying out (M.W.)