ନିତ୍ୟପ୍ରବୃତ୍ତ ବର୍ତ୍ତମାନ Nityaprabṛutta barttamāna
- (ବ୍ୟାକରଣ) — ଯେଉଁ ବର୍ତ୍ତମାନ କାଳବାଚକ କ୍ରିୟାଦ୍ୱାରା ସର୍ବାଦା ଘଟିବା ବିଷୟ ବୁଝାଏ — (grammar) The first aorist; the indefinite present tense
- (ବ୍ୟାକରଣ) — (ଯଥା—ଆଷାଢ଼ ମାସରେ ବର୍ଷା ହୁଏ, ବର୍ଷାଦିନେ ନଈ ବଢ଼େ; ଜୁଜୁତା ବାପା ପାଖେ ଶୁଏ।)