ନିତ୍ୟସ୍ନାୟୀ Nityasnāyī

  • ସଂ. ବିଣ. ପୁଂ. ନିତ୍ୟ+ସ୍ନା ଧାତୁ+ କର୍ତ୍ତୃ. ଇନ୍. 1 ମା. 1 ବ. — ଯେ ପ୍ରତିଦିନ ସ୍ନାନ କରନ୍ତି — Bathing daily or constantly