ନିତ୍ୟଶ୍ରୀ Nityaṡrī

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ନିତ୍ୟା+ଶ୍ରୀ) — ଚିରସୁନ୍ଦର; ଯାହାର ସୌନ୍ଦର୍ଯ୍ୟ ମଉଳେ ନାହିଁ — Of lasting beauty (M.W.)