ନିତରାଂ Nitarāṁ

  • ସଂ. ଅ — ସର୍ବଦା — Always
  • ସଂ. ଅ — ସର୍ବଥା; ସର୍ବତୋଭାବରେ — Continuously
  • ସଂ. ଅ — ଅତ୍ୟନ୍ତ — Much; excessively
  • ସଂ. ଅ — ଅବଶ୍ୟ — Of course
  • ସଂ. ଅ — ଅଧିକନ୍ତୁ — Moreover
  • ସଂ. ଅ — ବିଶେଷରୂପେ — Specially
  • ସଂ. ଅ — [ଦ୍ର—ଏ ଶବ୍ଦର ବ୍ୟବହାର ଭାଷାରେ ବିରଳ।]