ନିତମ୍ବିନୀ Nitambinī

  • ସଂ. ବିଣ. ସ୍ତ୍ରୀ. (ନିତମ୍ବ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ପ୍ରଶସ୍ତ ନିତମ୍ବଯୁକ୍ତା (ସ୍ତ୍ରୀ) — (a woman) Having round and prominent (and thus fascinating) hips
  • ସଂ. ବି. ସ୍ତ୍ରୀ — ସୁନ୍ଦର ନିତମ୍ବବତୀ ସ୍ତ୍ରୀ — A woman with handsomely large hips
  • ସଂ. ବି. ସ୍ତ୍ରୀ — ସ୍ତ୍ରୀ — A woman (in general) (Apte)