ନିତମ୍ବ ଗୁର୍ବୀ Nitamba gurbī

  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ନିତମ୍ବ+ଗୁରୁ+ସ୍ତ୍ରୀ. ଈ) — ଗୁରୁ ବା ପୃଥୁଳ ନିତମ୍ବଯୁକ୍ତା (ସ୍ତ୍ରୀ) — (a woman) Having big or heavy buttocks; having beautiful hips
  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ନିତମ୍ବ+ଗୁରୁ+ସ୍ତ୍ରୀ. ଈ) — [ଦ୍ର—ଭାରତରେ ନିତମ୍ବଗୁର୍ବୀ ସ୍ତ୍ରୀ, ସୁନ୍ଦରୀ ମଧ୍ୟରେ ପରିଗଣିତା]