ନିତାଇ ଗୌର ରାଧେ ଶ୍ୟାମ Nitāi gaura rādhe ṡyāma
- ଦେ. ଅ — ସ୍ୱର୍ଗୀୟ ରାଧାରମଣ ଚରଣ ଦାସ ବାବାଜୀଙ୍କ ପ୍ରବର୍ତ୍ତିତ ସଂକୀର୍ତ୍ତନ ପଦର ଶେଷ ଚରଣ — The last line of a couplet of Sankirtan promulgated by the late Bābājī Rādhāramaṇa Charaṇa Dāsa
- ଦେ. ଅ — [ଦ୍ର—ଏହାର ପୂର୍ଣ୍ଣପଦ:—(ଜପ) ହରେ କୃଷ୍ଣ ହରେ ରାମ (ବୋଲ) ନିତାଇ ଗୌର ରାଧେ ଶ୍ୟାମ।]