ନିତଳ Nitaḻa

  • ସଂ. ବି. (ନି=ଅଜ୍ଞାତ+ତଳ) — ବିଷ୍ଣୁପୁରାଣ ମତରେ ପାତାଳ ମଧ୍ୟସ୍ଥ 3 ୟ ପାତାଳ — ବିଷ୍ଣୁପୁରାଣ ମତରେ ପାତାଳ ମଧ୍ୟସ୍ଥ3ୟ ପାତାଳ—One of the 7 infernal regions of the Hindu mythology
  • ସଂ. ବି. (ନି=ଅଜ୍ଞାତ+ତଳ) — ଏଥିରେ ନୁହନ୍ତାଠାବ ବିଳେ ପଶି ତଳେ ଯିବ ଅତଳ ନିତଳ ବିତଳକୁ ହେ—ଭଞ୍ଜ. ଲାବଣ୍ୟବତୀ।
  • ସଂ. ବି. (ନି=ଅଜ୍ଞାତ+ତଳ) — [ଦ୍ର—ପାତାଳ ତଳେ ଟୀକା ଦେଖ। କେବଳ ବିଷ୍ଣୁପୁରାଣରେ 'ନିତଳ' ନାମକ ପାତାଳର ନାମୋଲ୍ଲେଖ ମିଳେ। ଅନ୍ୟ ପୁରାଣ— ମାନଙ୍କର ମିଳେ ନାହିଁ।]