ନିଃସଖ Niḥsakha

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ସଖା=ବନ୍ଧୁ) — ସଖାହୀନ; ବନ୍ଧୁହୀନ — Friendless
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ସଖା=ବନ୍ଧୁ) — ନିରାଶ୍ରୟ — Helpless