ନିଷ୍ୟତ Nishyūta

  • ସଂ. ବିଣ (ନି+ ସିବ୍ ଧାତୁ=ଗୁନ୍ଥିବା+ କର୍ମ. ତ) — ସୁଗ୍ରଥିତ — 1. Well strung; well sewn
  • ସଂ. ବିଣ (ନି+ ସିବ୍ ଧାତୁ=ଗୁନ୍ଥିବା+ କର୍ମ. ତ) — ଉତ୍ତମରୂପେ ବୁଣାଯାଇଥିବା — Well woven