ନିଷ୍ୟନ୍ଦ Nishyanda
- ସଂ. ବି. (ନି+ ସ୍ୟନ୍ଦ୍ ଧାତୁ= କ୍ଷରିତ ହେବା+ ଭାବ. ଅ) — ଝରିବା; ଗଳନ; କ୍ଷରଣ — Leaking; oozing out; exudation
- ସଂ. ବି. (ନି+ ସ୍ୟନ୍ଦ୍ ଧାତୁ= କ୍ଷରିତ ହେବା+ ଭାବ. ଅ) — ବର୍ଷଣ — Raining; dribbling
- ସଂ. ବି. (ନି+ ସ୍ୟନ୍ଦ୍ ଧାତୁ= କ୍ଷରିତ ହେବା+ ଭାବ. ଅ) — ଧାରା ବହିବା — Flowing down in current
- ସଂ. ବି. (ନି+ ସ୍ୟନ୍ଦ୍ ଧାତୁ= କ୍ଷରିତ ହେବା+ ଭାବ. ଅ) — ନିର୍ଝର — Fountain