ନିଃସଙ୍ଗ Niḥsaṁga

  • ସଂ. ବି. (ନିର୍+ସଙ୍ଗ) — ସଙ୍ଗ ବା ଅନୁରାଗରାହିତ୍ୟ — Absence of attachment (M.W.)
  • ସଂ. ବି. (ନିର୍+ସଙ୍ଗ) — ଏକାଗ୍ରତା — Entire concentration (M.W.)
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ସଙ୍ଗ) — ସଙ୍ଗରହିତ — Without a companion
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ସଙ୍ଗ) — ସମ୍ପର୍କଶୂନ୍ୟ; ନିର୍ଲିପ୍ତ — Unattached; unconnected
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ସଙ୍ଗ) — ନିଃସ୍ୱାର୍ଥ — Disinterested
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ସଙ୍ଗ) — ବିଷୟାନୁରାଗରହିତ; ଅନୁରାଗଶୂନ୍ୟ — Indifferent to worldly matters
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ସଙ୍ଗ) — ଏକାକୀ — Solitary; alone; separate; single
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ସଙ୍ଗ) — ଅପ୍ରତିବନ୍ଧ; ବାଧାରହିତ — Unobstructed
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ସଙ୍ଗ) — ସ୍ୱାଧୀନ ଭାବେ ବିଚରଣକାରୀ — Moving freely