ନାସତ୍ୟ Nāsatya
- ସଂ. ବି. (ନାସା+ତ୍ୟଜ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ) — ଅଶ୍ୱିନୀକୁମାର ଦ୍ୱୟ; ସ୍ୱର୍ଗବୈଦ୍ୟ — The twin heavenly physicians
- ବିଣ. (ନ+ଅସତ୍ୟ=ଅସାଧୁ) — ସତ୍ୟଭାଷୀ — Truthful
- ଦେ. ବିଣ (ସଂ. ନାସତ୍ୟା—ଅଶ୍ୱିନୀ ନକ୍ଷତ୍ର, ଅଶ୍ୱିନୀ ନକ୍ଷତ୍ରର 3 ତାରାର ଆକୃତି ଘୋଡ଼ାମୁହଁ ପରି ଥିବାରୁ) — ଘୋଡ଼ାମୁହାଁ ପୁଅ; କୁଳାଙ୍ଗାର ସନ୍ତାନ — An unworthy son of a family
- ଦେ. ବିଣ (ସଂ. ନାସତ୍ୟା—ଅଶ୍ୱିନୀ ନକ୍ଷତ୍ର, ଅଶ୍ୱିନୀ ନକ୍ଷତ୍ରର 3 ତାରାର ଆକୃତି ଘୋଡ଼ାମୁହଁ ପରି ଥିବାରୁ) — ବିଭାକରକୁଳେ ନାସତ୍ୟ ହୋଇଲି ସତ୍ୟ କରିବାରେ ମୁହିଁ। ଭଞ୍ଜ. ବୈଦେହୀଶବିଳାସ।