ନାସା Nāsā
- ସଂ. ବି. (ନସ୍ ଧାତୁ+ଅ+ସ୍ତ୍ରୀ. ଆ) — ଘ୍ରାଣେନ୍ଦ୍ରିୟ; ନାକ — Nose
- ସଂ. ବି. (ନସ୍ ଧାତୁ+ଅ+ସ୍ତ୍ରୀ. ଆ) — ଚୌକାଠର ଉପର ପଟା; ଶାରଦୋଳି ପଟା; ସାକର ପଟା — The head-piece of a door frame; lintel
- ସଂ. ବି. (ନସ୍ ଧାତୁ+ଅ+ସ୍ତ୍ରୀ. ଆ) — ନାକ ଉପରେ ହେବା ବ୍ରଣ; ଉହା ରୋଗ — A tumour in the nostril; polypus
- ସଂ. ବି. (ନସ୍ ଧାତୁ+ଅ+ସ୍ତ୍ରୀ. ଆ) — ବାସକ ବା ବାସଙ୍ଗ ଗଛ — A wild medicinal plant; J̄usticia Adhatoda
- ସଂ. ବି. (ନସ୍ ଧାତୁ+ଅ+ସ୍ତ୍ରୀ. ଆ) — ହାତୀଶୁଣ୍ଢ — The trunk of an elephant
- ସଂ. ବି. (ନସ୍ ଧାତୁ+ଅ+ସ୍ତ୍ରୀ. ଆ) — ଶବ୍ଦ — A sound
- ସଂ. ବି. (ନସ୍ ଧାତୁ+ଅ+ସ୍ତ୍ରୀ. ଆ) — ନାସାରନ୍ଧ୍ର — Nostril
- ଦେ. ବି — ଲସା (ଦେଖ) — Lāsā (see)