ନାସନଳୀ Nāsānaḻī

  • ଦେ. ବି — ନାକପୁଡ଼ା — Nostril,
  • ଦେ. ବି — ବାଉଁଶ ନଳୀ — Bamboo tube
  • ଦେ. ବି — ବାତ ନାସାନଳୀ ଯୋଗେ ତହିଁ ବିରୋଚନ ଅଛି ଜ୍ୟୋତି ଏଣୁ ବହି—ଭଞ୍ଜ, ବୈଦେହୀଶବିଳାସ।