ନାସ ଘୋଟିବା Nāsa ghoṭibā

  • ଦେ. କ୍ରି — ଧୂଆଁ ପତ୍ରକୁ ନିଆଁରେ ସେକି କୁଣ୍ଡିରେ ପୂରାଇ ବାଡ଼ି ବା ଠେଙ୍ଗାର ମୂଳରେ ତାକୁ ରଗଡ଼ି ଚୂନା— କରିବା — To grind tobacco into snuff