ନାସ Nāṡa
- ଦେ. ବି. (ସଂ. ନସ୍ୟ) — ନସ୍ୟ — Snuff
- ଦେ. ବି. (ସଂ. ନସ୍ୟ) — ତମାଖୁଚୂର୍ଣ୍ଣ — Powdered tobacco
- ଦେ. ବି. (ସଂ. ନସ୍ୟ) — ଯେଉଁ କାଳୁ ହେଲା ସୁବାସ ନାସ ସେହି କାଳୁଁ ଗଲା (ହେଲା)ସୁବାସ ନାଶ, ସୁବାସ ନାଶ, ସୁବାଶ ନାଶ—ଢଗ
- ଦେ. ବି. (ସଂ. ନସ୍ୟ) — ନାକଦ୍ୱାରା ତେଣ୍ଡାଯିବା ଚୂନା ଔଷଧ — Medicinal powder administered through the nose
- ଦେ. ବି. (ସଂ. ନସ୍ୟ) — ନାସିକା — Nose
- ଦେ. ବି. (ସଂ. ନସ୍ୟ) — ନାସ ପ୍ରଶଂସା ଭାଷାରେ ଧନ ହେବ ତିଳ ସୁମନ ତୁଣୀର। ଅଭିମନ୍ୟୁ, ବିଦଗ୍ଧ ଚିନ୍ତାମଣି।
- ପ୍ରାଦେ (ସମ୍ବଲପୁର) ବି — ପାନ ସଙ୍ଗେ ବା ଖାଲି ପାଟିରେ ପକାଯିବା ତମାଖୁଚୂର୍ଣ୍ଣ — Tobacco powder used as a chewing gum