ନାଳ Nāḻa
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ନଳ — Tube
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ମୃଣାଳ — The stem or stalk of lotus
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ବିରହ ତୋହ ବଂଶେ, ଜନ୍ମିବାର ବିରସେ ସାରସ ନାଳେ ଢଳି ସେ। ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ଶୂନ୍ୟ ଗର୍ଭ ବା ଫମ୍ପା ଡାଙ୍ଗ; ନାଡ଼ — A hollow stem or reed
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ହରିତାଳ — Yellow orpiment
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ଛୋଟ ଗଛର ବଲତାର ଡାଙ୍ଗ — Stem or stalk of plants and creepers
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ବନ୍ଧୁକର ନଳି — The barrel of a gun
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ଫୁଙ୍କ ନଳ — 5. Blow pipe
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — ତନ୍ତିଙ୍କ କଣ୍ଡା — Weaver's shuttle
- ସଂ. ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ) — କଲମକୁ ଛେଲିବା ବେଳେ ତହିଁରୁ ବାହାରିବା ପତଳା ଛିଲିକା—(ହି. ଶ.) — The scraping from a quill pen
- ଦେ. ବି. (ସଂ. ଲାଳା) — ପାଟିରୁ ବୋହିବା ଲାଳ; ଶୃଣିକା — Slaver; saliva
- ଦେ. ବି. (ସଂ. ଲାଳା) — ଅଠାଳିଆ ରସ — Gummy liquid or juice