ନାଳ ଗଡ଼ାଇବା Nāḻa gaṟḍ̠āibā

  • ଦେ. କ୍ରି — ନିଜ ମୁଖରୁ ଲାଳ ବହିବାକୁ ଦେବା — To let saliva flow out from one's mouth
  • ଦେ. କ୍ରି — ଔଷଧ ପ୍ରୟୋଗଦ୍ୱାରା ମୁହଁରୁ ଲାଳ ସ୍ରବିବାର ଉପାୟ କରିବା — To cause salivation
  • ଦେ. କ୍ରି — କୌଣସି ଲୋଭନୀୟ ବସ୍ତୁ ଦେଖାଇ ଅନ୍ୟକୁ ଲାଳାୟିତ କରିବା — To cause a person's mouth to water by putting before him something