ନାଲୁ Nālu

  • ଦେ. ବି. (ଆଦରାର୍ଥକ) — ନାରାୟଣ, ଲାଲମୋହନ ଆଦିର ଡାକ ନାମ — A name for calling Nārāyaṇa etc
  • ଦେ. ବି. (ଆଦରାର୍ଥକ) — ଲାଲସାହେବ; ରାଜା ଓ ଯୁବରାଜଙ୍କ କନିଷ୍ଠ ଭାଇ— ମାନଙ୍କ ଡାକ ନାମ — A name for calling the younger members of a Raj-family