ନାଲୁଆ Nāluā

  • ଦେ. ବି — (ଅନାଦରାର୍ଥକ) ଲାଲବିହାରୀ ନାମକ ବ୍ୟକ୍ତିର ଡାକ ନାମ — Name for calling Lālabihārī
  • ପ୍ରାଦେ. (ଯାଜପୁର) ବିଣ. — ପେଖନା ବା ବାହାନା; ଛଳନା — Feigning; false excuse; pretence