ନାଲିସ୍, ନାଲିସି Nālis(si)
- ବୈଦେ. ବି. (ଫା. ନାଲିଶ୍) (କଚିରିଆ) — ମକଦ୍ଦମା — Case; suit
- ବୈଦେ. ବି. (ଫା. ନାଲିଶ୍) (କଚିରିଆ) — ଅପରାଧୀ ବିରୋଧରେ ଅପରାଦ୍ଧ ବ୍ୟକ୍ତିର କର୍ତ୍ତୃପକ୍ଷଙ୍କ— ଠାରେ ଅଭିଯୋଗ; ଫେରାଦ — Compliant against an offender
- ବୈଦେ. ବି. (ଫା. ନାଲିଶ୍) (କଚିରିଆ) — ଅପରାଧର ଅଭିଯୋଗ — Charge against a person
- ବୈଦେ. ବି. (ଫା. ନାଲିଶ୍) (କଚିରିଆ) — ଅଭିଯୋଗର ବା ମକଦ୍ଦମାର ବିଷୟ — Subject-matter of a suit or case
- ବୈଦେ. ବି. (ଫା. ନାଲିଶ୍) (କଚିରିଆ) — ଦରଖାସ୍ତ — Petition
- ବିଣ. (ଫା. ନାଲିଶୀ) ନାଲିସ କରାଯାଇଥିବା — Complained of
- ବିଣ. (ଫା. ନାଲିଶୀ) (ଯଥା—ଆମ୍ଭର ନାଲିସି ଅମୁକ ନାମର ଏତେ ନମ୍ବର ମକଦମା।)
- ବିଣ. (ଫା. ନାଲିଶୀ) ମକଦ୍ଦମା ସମ୍ବନ୍ଧୀୟ — Pertaining of a suit
- ବିଣ. (ଫା. ନାଲିଶୀ) ବିବାଦୀୟ — Disputed
- ବିଣ. (ଫା. ନାଲିଶୀ) (ଯଥା—ନାଲିସି ଜମି ।)