ନାରଙ୍ଗୀ Nāraṅgī

  • ଦେ. ବିଣ — ପାଚିଲା ନାରଙ୍ଗ ଲେମ୍ବୁପରି ବର୍ଣ୍ଣବିଶିଷ୍ଟ ନାଲି ମିଶା ହଳଦିଆ — Orange-coloured
  • ଦେ. ବି — ନାଲି ମିଶା ହଳଦିଆ ବର୍ଣ୍ଣ — Orange colour
  • ଦେ. ବି — ନାରଙ୍ଗା (ଦେଖ) — Nāraṅgā (See)