ନାରଙ୍ଗା Nāraṅgā

  • ଦେ. ବି — ବନ୍ୟ କ୍ଷୁପବିଶେଷ — A kind of wild plant; Geolonium Multiflorum
  • ଦେ. ବି — [ଦ୍ର—ଏହା ଚିରଶ୍ୟାମଳ ବନ୍ୟତରୁ, ଏହାର ଫଳ ଛୋଟ ଛୋଟ। ପାଚିଲେ ପାଚିଲା ନାରଙ୍ଗ ବର୍ଣ୍ଣ ଏବଂ ନାରଙ୍ଗ ଲେମ୍ବୁର ବାସନା ହୁଏ ଓ ଫାଟିଯାଏ। ଫୁଲ ଛୋଟ, ପୀତବର୍ଣ୍ଣ ଓ ଗ୍ରୀଷ୍ମ— କାଳରେ ଫୁଟେ। ପତ୍ର ନାରଙ୍ଗ ପତ୍ର ପରି, କିନ୍ତୁ ଛୋଟ।]
  • ଦେ. ବି — ନାରଙ୍ଗ (ଦେଖ) — Nāraṅga (See)
  • ଦେ. ବି — ଗ୍ରାମଦେବତା ବିଶେଷ — Name of a Goddess
  • ଦେ. ବି — ଶିଶୁମାନଙ୍କ ଦେହରେ ନାଲି ଚକା ଚକା ଫୁଲ ଦାଗ ହେବା ଏକ ପ୍ରକାର ରୋଗ — Erysipelas
  • ଦେ. ବି — [ଦ୍ର—ଏହା ପାଚିଲେ ନସା ଦିଏ ଓ ବେଳେ ବେଳେ ମାରା— ତ୍ମକ ହୁଏ.]