ନାରଗୁଣି Nāraguṇi

  • ଦେ. ବି. (ସଂ. ନଖବ୍ରଣ) — ଆଙ୍ଗୁଳିର ନଖ ମଧ୍ୟରେ ବାହାରିବା କଷ୍ଟକର ବ୍ରଣବିଶେଷ — Whitlow
  • ଦେ. ବି. (ସଂ. ନଖବ୍ରଣ) — [ଦ୍ର—ଅଢ଼ାଆଙ୍ଗୁଳି ଆଙ୍ଗୁଠିର ଗଣ୍ଠିରୁ ବାହାରେ; କିନ୍ତୁ ନାରଗୁଣି ନଖ ସନ୍ଧିରୁ ବାହାରେ।]
  • ଦେ. ବି. (ସଂ. ନଖବ୍ରଣ) — ଏକ ପ୍ରକାର ବନ୍ୟ ଗଛ — Atlantia Monophylla (Haines)
  • ଦେ. ବି. (ସଂ. ନଖବ୍ରଣ) — [ଦ୍ର—ଏଥିରେ ସୁନ୍ଦର ଓ ଖୁବ୍ ପାଲିସ୍ ହାତ ବାଡ଼ି ହୁଏ।]