ନାଟକୀୟ Nāṭakīya

  • ସଂ. ବିଣ (ନାଟକ+ସମ୍ବନ୍ଧାର୍ଥେ. ଈୟ) — ନାଟକ ସମ୍ବନ୍ଧୀୟ — Dramatic; relating to drama
  • ସଂ. ବିଣ (ନାଟକ+ସମ୍ବନ୍ଧାର୍ଥେ. ଈୟ) — ନାଟକରେ ବର୍ଣ୍ଣିତ — Described or dealt with in a drama