ନାଟକାବତାର Nāṭakābatāra
- ସଂ. ବି ( 6 ଷ୍ଠୀ ତତ୍; ନାଟକ+ଅବତାର) — ବିଷ୍କମ୍ଭକର ଅଭିନୟ; କୌଣସି ନାଟକର ଅଭିନୟ କାଳରେ ଅଭିନୟର ଅଙ୍ଗୀଭୁତ, କିନ୍ତୁ ନାଟକୀୟ କଥାବସ୍ତୁର ବହିର୍ଭୂତ କୌଣସି ଅତୀତ ବା ଭବିଷ୍ୟତ ବିଷୟର ଅଭିନୟ — The performance of an interlude between the acts of the main play or drama
- ସଂ. ବି ( 6 ଷ୍ଠୀ ତତ୍; ନାଟକ+ଅବତାର) — [ଦ୍ର—ସଂସ୍କୃତ ଉତ୍ତରରାମଚରିତ ଓ ଅଭିଜ୍ଞାନଶକୁନ୍ତଳରେ ଓ ଇଂରାଜୀ ହାମ୍ଲେଟ୍ ନାଟକରେ ନାଟକବତାରର ଉଦାହରଣ ଅଛି।]
- ସଂ. ବି ( 6 ଷ୍ଠୀ ତତ୍; ନାଟକ+ଅବତାର) — ଏଥିର ସଂଜ୍ଞା ବା ସୂତ୍ର; ବୃତ୍ତବର୍ତ୍ତିଷ୍ୟମାଣାନାଂ ଯଥାଂ, ଶନାଂ ନିଦର୍ଶକଃ ସଂକ୍ଷପ୍ତାର୍ଥସ୍ତୁ ବିଷ୍କମ୍ଭ ଆଦାବଙ୍କସ୍ୟ ଦର୍ଶିତଃ—ସାହିତ୍ୟଦର୍ପଣ।