ନାଟକାରୀ Nāṭakārī

  • ଦେ. ବି. ପୁଂ ଓ ସ୍ତ୍ରୀ. (ସଂ. ନାଟ+କାରୀ) — ନର୍ତ୍ତକ; ନାଟୁଆ — A dancer
  • ଦେ. ବି. ପୁଂ ଓ ସ୍ତ୍ରୀ. (ସଂ. ନାଟ+କାରୀ) — ଏହା ଶୁଣି ଗୋପୀଙ୍କ ମଧ୍ୟେ ନାଟକାରୀ କହିଲେ ସତ୍ୟକିଙ୍କୁ ଅଳ୍ପ ହସି କରି। କୃଷ୍ଣସିଂହ ମହାଭାରତ ବନ।