ନାଟମୟୂର Nāṭamayūra

  • ସଂ. ବି (ସଂ. ନାଟ+ମୟୂର) — ନୃତ୍ୟକାରୀ ମୟୂର— ଯେଉଁ ଅଣ୍ଡିରା ମୟୂର ଅତି ମନୋହର— ରୂପେ ଲାଞ୍ଜକୁ ପଙ୍ଖା ପରି ବିସ୍ତୃତ କରି ମେଘ ଉଠାଇବା ସମୟରେ ନୃତ୍ୟ କରେ — A dancing peacock; a male peacock which struts with its fanlike out- stretched tail on the rising of a clond
  • ସଂ. ବି (ସଂ. ନାଟ+ମୟୂର) — ବ୍ୟଜନାକାରବିଶିଷ୍ଟ ନୃତ୍ୟକାରୀ ମୟୂର ଆକାରରେ ନିର୍ମିତ ସ୍ୱର୍ଣ୍ଣ ଅଳଙ୍କାରବିଶେଷ — A golden ornament with the figure of peacock strutting with its tail outstretched