ନାଗ ଦମନ Nāga damana

  • ସଂ. ବି. (ଉପପଦ ତତ୍ ପୁରୁଷ; ନାଗ+ଦମନ) — ସର୍ପବଶକାରୀ ବ୍ୟକ୍ତି; ସାପୁଆ — A snake charmer
  • ସଂ. ବି. (ଉପପଦ ତତ୍ ପୁରୁଷ; ନାଗ+ଦମନ) — କାଳୀୟ ଦମନ; ଶ୍ରୀକୃଷ୍ଣ — Ṡrīkṛushṇa
  • ସଂ. ବି. (ଉପପଦ ତତ୍ ପୁରୁଷ; ନାଗ+ଦମନ) — ନାଗ ଦଅଣା (ଦେଖ) — Nāga da-aṇā (See)