ନାଗ ଦନ୍ତ Nāga danta

  • ସଂ. ବି ( 6 ଷ୍ଠୀ ତତ୍; ନାଗ+ଦନ୍ତ) — ହାତୀଦାନ୍ତ — Ivory
  • ସଂ. ବି ( 6 ଷ୍ଠୀ ତତ୍; ନାଗ+ଦନ୍ତ) — ଲୁଗା ଆଦି ଓହଳାଇବା ପାଇଁ କାନ୍ଥରେ ମରାଯିବା କାଠି; ଖିଲ; କୀଳା — A peg or bracket projecting from a wall to hang things upon (Apte)