ନାଗ ଦଅଣା Nāga da-aṇā
- ଦେ. ବି. (ସଂ. ନାଗଦମନକ) — ପାନଅଇଡ଼ (ଦେଖ) — Pāna-aiṟḍ̠a (See)
- ଦେ. ବି. (ସଂ. ନାଗଦମନକ) — ସୁଗନ୍ଧପତ୍ରଯୁକ୍ତ ଲତାବିଶେଷ — Artemisia Vulgaris; the Indian wormwood; a kind of plant
- ଦେ. ବି. (ସଂ. ନାଗଦମନକ) — [ଦ୍ର—ଏହା ଘିକୁଆଁରୀ ପରି; ଏଥିରେ ଡ଼ାଳ ନାହିଁ; କେବଳ ମୂଳରୁ ଘିକୁଆଁରୀ ପରି ଗୁଡାଏ ଖଡ଼୍ଗାକାର ଏକ ହାତ ପର୍ଯ୍ୟନ୍ତ ଲମ୍ବ ଓ 3।4 ଅଙ୍ଗୁଳ ଚଉଡ଼ା ପତ୍ର ବାହାରିଥାଏ। ପତ୍ର ଭିତରେ ଘିକୁଆଁରୀ ପତ୍ର ପରି କୋମଳ ଶସ ନ ଥାଏ। ପତ୍ର ଗାଢ଼ ସବୁଜବର୍ଣ୍ଣ ଓ ମଝିରେ ଧଳା ଚଉଡ଼ା ରେଖାର ଚିହ୍ନ ଥାଏ। ଏହାର ମୂଳ କନ୍ଦମୂଳ ପରି ଭୂମି ଭିତରକୁ ଯାଏ। ଏହା କଟୁ ତିକ୍ତ ରସ, ଲଘୁ ଏବଂ କଫ, ପିତ୍ତ, ତ୍ରିଦୋଷ ଓ ବିଶନାଶକ; ଏହା ବ୍ରଣ, ମୂତ୍ରକୃଚ୍ଛ୍ର, ଉଦରାଧ୍ମାନ, ଜାଳଗର୍ଦ୍ଦଭ ନିବାରକ, କୋଷ୍ଠ— ବିଶୋଧକ, ଗ୍ରହଦୋଷନିବାରକ, ଧନପ୍ରଦ ଓ ସୁମତିପ୍ରଦ। ଏହା ଫୁଲା, ପ୍ରମେହ ଓ ଜ୍ୱର ଦୂର କରେ। ] — [ଦ୍ର—ଏହା ଘିକୁଆଁରୀ ପରି; ଏଥିରେ ଡ଼ାଳ ନାହିଁ; କେବଳ ମୂଳରୁ ଘିକୁଆଁରୀ ପରି ଗୁଡାଏ ଖଡ଼୍ଗାକାର ଏକ ହାତ ପର୍ଯ୍ୟନ୍ତ ଲମ୍ବ ଓ34ଅଙ୍ଗୁଳ ଚଉଡ଼ା ପତ୍ର ବାହାରିଥାଏ ପତ୍ର ଭିତରେ ଘିକୁଆଁରୀ ପତ୍ର ପରି କୋମଳ ଶସ ନ ଥାଏ ପତ୍ର ଗାଢ଼ ସବୁଜବର୍ଣ୍ଣ ଓ ମଝିରେ ଧଳା ଚଉଡ଼ା ରେଖାର ଚିହ୍ନ ଥାଏ ଏହାର ମୂଳ କନ୍ଦମୂଳ ପରି ଭୂମି ଭିତରକୁ ଯାଏ ଏହା କଟୁ ତିକ୍ତ ରସ, ଲଘୁ ଏବଂ କଫ, ପିତ୍ତ, ତ୍ରିଦୋଷ ଓ ବିଶନାଶକ; ଏହା ବ୍ରଣ, ମୂତ୍ରକୃଚ୍ଛ୍ର, ଉଦରାଧ୍ମାନ, ଜାଳଗର୍ଦ୍ଦଭ ନିବାରକ, କୋଷ୍ଠ— ବିଶୋଧକ, ଗ୍ରହଦୋଷନିବାରକ, ଧନପ୍ରଦ ଓ ସୁମତିପ୍ରଦ ଏହା ଫୁଲା, ପ୍ରମେହ ଓ ଜ୍ୱର ଦୂର କରେ ]