ନାଗ ନାଗୁଣୀ Nāga nāguṇī

  • ଦେ. ବି. (ସଂ. ନାଗ+ନାଗିନୀ) — ଅଣ୍ଡିରା ନାଗସାପ ଓ ମାଈ ନାଗସାପ — A couple of cobra-de-capillo
  • ଦେ. ବି. (ସଂ. ନାଗ+ନାଗିନୀ) — ନାଗ—ଚତୁର୍ଥୀ (ଦେଖ) — Nāga-chaturthī (See)
  • ଦେ. ବି. (ସଂ. ନାଗ+ନାଗିନୀ) — ନାଗଫେଣିଆ ଗଛ — Cactus Indicus