ନର୍ତ୍ତନ Narttana

  • ସଂ. ବି. (ନୃତ୍ ଧାତୁ+ଭାବ. ଅନ) — ନୃତ୍ୟ; ନାଚ; ନାଟ — A dance
  • ସଂ. ବି. (ନୃତ୍ ଧାତୁ+ଭାବ. ଅନ) — ନାଚିବା କର୍ମ — Dancing
  • ସଂ. ବି. (ନୃତ୍ ଧାତୁ+ଭାବ. ଅନ) — ନାଟକ ଅଭିନୟ କରିବା — Acting of a play