ନରୋତ୍ତମ Narottama
- ସଂ. ବି ( 7 ମୀ ତତ୍; ନର+ଉତ୍ତମ) — ନରଶ୍ରେଷ୍ଠ; ଅତି ଉତ୍ତମ ବ୍ୟକ୍ତି — A very good man
- ସଂ. ବି ( 7 ମୀ ତତ୍; ନର+ଉତ୍ତମ) — ପୁରୁଷୋତ୍ତମ; ବିଷ୍ଣୁ — Vishnu
- ସଂ. ବି ( 7 ମୀ ତତ୍; ନର+ଉତ୍ତମ) — ବୁଦ୍ଧଦେବ — An epithet of the Buddha (Apte)
- ଦେ. ବି. ପୁଂ — ଲୋକଙ୍କ ନାମ — Name given to males