ନର୍ତ୍ତିତ Narttita

  • ସଂ. ବିଣ. (ନୃତ୍ ଧାତୁ ଣିଚ୍=ନର୍ତ୍ତି ଧାତୁ=ନୃତ୍ୟ କରିବା +କର୍ମ. ତ) — ଆନ୍ଦୋଳିତ; କମ୍ପିତ — Dangled
  • ସଂ. ବିଣ. (ନୃତ୍ ଧାତୁ ଣିଚ୍=ନର୍ତ୍ତି ଧାତୁ=ନୃତ୍ୟ କରିବା +କର୍ମ. ତ) — ନର୍ତ୍ତନଶୀଳ — Dancing
  • ସଂ. ବିଣ. (ନୃତ୍ ଧାତୁ ଣିଚ୍=ନର୍ତ୍ତି ଧାତୁ=ନୃତ୍ୟ କରିବା +କର୍ମ. ତ) — ଯାହାକୁ ନଚା ଯାଉଅଛି — Caused to dance
  • ସଂ. ବି. (+ଭାବ. ତ) — ନର୍ତ୍ତନ — Dancing