ନର୍ତ୍ତୟିତା Narttayitā

  • ସଂ. ବି. ପୁଂ. (ନୃତ୍ ଧାତୁ ଣିଚ୍ ନର୍ତି ଧାତୁ+ତୃ; ନର୍ତ୍ତୟିତୃ; 1 ମା. 1 ବ.) — ନୃତ୍ୟଗୁରୁ; ନାଟର ଗୁରୁ; ଯେ ନାଟୁଆମାନଙ୍କୁ ନଚାଏ — A dancing master (Apte)