ନର୍ତ୍ତକୀ Narttakī
- ସଂ. ବି. ସ୍ତ୍ରୀ. (ନର୍ତ୍ତକ+ସ୍ତ୍ରୀ. ଈ) — ନୃତ୍ୟକାରିଣୀ ସ୍ତ୍ରୀ; ନାଚବାଲୀ — A female dancer; a dancing girl
- ସଂ. ବି. ସ୍ତ୍ରୀ. (ନର୍ତ୍ତକ+ସ୍ତ୍ରୀ. ଈ) — ହସ୍ତିନୀ — A female elephant
- ସଂ. ବି. ସ୍ତ୍ରୀ. (ନର୍ତ୍ତକ+ସ୍ତ୍ରୀ. ଈ) — ମୟୂରୀ — A pea-hen
- ସଂ. ବି. ସ୍ତ୍ରୀ. (ନର୍ତ୍ତକ+ସ୍ତ୍ରୀ. ଈ) — ନଟୀ; ଅଭିନେତ୍ରୀ — An actress
- ସଂ. ବି. ସ୍ତ୍ରୀ. (ନର୍ତ୍ତକ+ସ୍ତ୍ରୀ. ଈ) — ନାଳିକା ନାମକ ସୁଗନ୍ଧ ଦ୍ରବ୍ୟ — Name of a medicinal scent