ନବପଲ୍ଲବ Naba pallaba

  • ସଂ. ବି (କର୍ମଧା; ନବ+ପଲ୍ଲବ) — କିଶଳୟ; ଗଛରେ ଜନ୍ମିବା ନୂଆ କୋମଳ ପତ୍ର — New tender leaf
  • ସଂ. ବି (କର୍ମଧା; ନବ+ପଲ୍ଲବ) — ଗଜା; ଅଙ୍କୁର — A new shoot